ରିଟ୍ ପିଟିସନ

ନୂଆଦିଲ୍ଲୀ: ଆଜି କୋଟିଆ ପ୍ରସଙ୍ଗରେ ଓଡିଶାକୁ ବଡ ଆଶ୍ଵସ୍ତି ମିଳିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।…