ଆଜିର ଖବର କୋଭିଡ଼ ସ୍ଥିତିକୁ ଦେଖି ବନ୍ଦ ହେଲା ଭୁବନେଶ୍ଵରର ସବୁ ଧାର୍ମିକ ଅନୁଷ୍ଠାନ ଭୁବନେଶ୍ବର: ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ଼ ସଂକ୍ରମଣ ଯୋଗୁଁ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଧାର୍ମିକ ଅନୁଷ୍ଠାନ ଭିତରକୁ…