ଆଜିର ଖବର ରେଢ଼ାଖୋଲ ପ୍ରେସ କ୍ଳବ ତରଫରୁ କିଛି ବସର ସମ୍ପ୍ରସାରଣ ଓ ଟିକେଟ ବୁକିଙ୍ଗ କାଉଣ୍ଟର ଦାବୀ ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲରୁ ସମ୍ବଲପୁରକୁ ସରକାରୀ ବସ ସେବା ଯୋଗାଇବା ଦାବୀକୁ ନେଇ ରେଢ଼ାଖୋଲ ପ୍ରେସ କ୍ଲବ ତରଫରୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର…