EngExam ରେଳବାଇ ପରୀକ୍ଷାକୁ ନେଇ ଆଶାୟୀଙ୍କ ଚିନ୍ତା ଦୂର କରିବା ଲାଗି ଆଶ୍ୱାସନା ଦେଲେ ରେଳ ମନ୍ତ୍ରୀ ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାକୁ ନେଇ ପ୍ରାର୍ଥୀ/ଆଶାୟୀଙ୍କ ମନରେ ରହିଥିବା ସନ୍ଦେହ ଏବଂ ସେମାନଙ୍କର ଅଭିଯୋଗକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ଧ୍ୟାନ ଦିଆଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ…