ଅନ୍ତରାଷ୍ଟ୍ରୀୟ ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଏବଂ ଟ୍ୟାଙ୍କର୍ ଧକ୍କାରେ ୨୦ ମୃତ ନୂଆଦିଲ୍ଲୀ: ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ପାକିସ୍ତାନରୁ ଆସୁଛି। ପାକିସ୍ତାନୀ ଖବରକାଗଜ ଅନୁଯାୟୀ ଏହି ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ…