ଆଞ୍ଚଳିକ ଜିଲ୍ଲାସ୍କୁଲ ଛାତ୍ରବାସକୁ ଶତ୍ରୁଶଲ୍ୟ ସାରଙ୍କ ନାମରେ ନାମିତ କରାଯାଉ: ଲକ୍ଷ୍ମଣ ପଣ୍ଡା ସମ୍ବଲପୁର: ସମାଜର ଅବକ୍ଷୟ କାଳରେ ମାନବବାଦୀ ଶିକ୍ଷକଙ୍କୁ ସ୍ମରଣ କରିବା ମଙ୍ଗଳକର। ଏଭଳି ମାନବବାଦୀ ଆଦର୍ଶ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟ ପଦପଦବୀର ଅଧିକାରୀ ନଥାଇ ବି, କ୍ଷମତାର…