ଜାତୀୟ ଖବର ଧର୍ମ ନୁହେଁ କେବଳ ପ୍ରେମ, ହୋମୋସାପିଏନ୍ସ୍ ର କାହାଣୀ ଲୋପାମୁଦ୍ରା ମିଶ୍ର କଲେଜରେ ମୁଁ ବିଜ୍ଞାନର ଛାତ୍ରୀ ଥିଲି। ପ୍ରାଣୀ ବିଜ୍ଞାନ ସମ୍ମାନ ନେଇ ଗ୍ରାଜୁଏସନ୍ କରୁଥିଲି। ଏତିକି ତ ମୋତେ ଜଣାଥିଲା ମଣିଷର ଜୁଲୋଜିକାଲ୍ ନାମ…