ଅନ୍ତରାଷ୍ଟ୍ରୀୟ ଏହି ଦେଶରୁ ଆସିବ ଲକ୍ଷ ଟନ୍ ଶସ୍ତା ସୁନା, ସରକାର କରୁଛନ୍ତି ପ୍ରସ୍ତୁତି ନୂଆଦିଲ୍ଲୀ: ଭାରତ ଖୁବ୍ ଶୀଘ୍ର ୟୁଏଇରୁ ରିହାତି ମୂଲ୍ୟରେ ୧୪୦୦ ନିୟୁତ ଟନ୍ ସୁନା ଆମଦାନୀ କରିପାରେ। ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଏହି ଆମଦାନୀ କରାଯିବ।…