ଆଞ୍ଚଳିକ ବାଣପୁର ପାଇକ ସାହିଠାରେ ମହା ଆଡମ୍ବରରେ ପାଳିତ ହେଲା ଗଣେଣ ପୂଜା ଉତ୍ସବ ବାଣପୁର (ସୀତାରା ଅଗ୍ରୱାଲ): ଶହୀଦ୍ କୃତିବାସ ପାଟ୍ଟଶାଣୀଙ୍କ ସ୍ମୃତିରେ ବିଗତ ୩୮ ବର୍ଷ ଧରି ବାଣପୁର ପାଇକ ସାହିଠାରେ ଅଗ୍ରପୂଜ୍ୟ ଶ୍ରୀଗଣେଣଙ୍କ ପୂଜା ମହାସମାରୋହରେ ପାଳନ ହୋଇ…