ଆଜିର ଖବର ଚିଲିକାରେ ପକ୍ଷୀ ଗଣନା: ଚଳିତ ବର୍ଷ କମିଲା ସଂଖ୍ୟା, ଜାଣନ୍ତୁ ଏଥର କେତେ ଆସିଲେ ବିଦେଶୀ ପକ୍ଷୀ? ବାଲୁଗାଁ: ପକ୍ଷୀଙ୍କ ଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଆଜି ଶୀତକାଳୀନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭…