ଆଞ୍ଚଳିକ ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ର ବିଡ଼ିଓ ଭାବରେ ଆଇଏଏସ ଶୁଭ୍ରା ପଣ୍ଡା ନିଯୁକ୍ତି ପାଇଛନ୍ତି। ଏଠାରେ ଅବସ୍ଥାପିତ ଥିବା ବିଡ଼ିଓ କ୍ଷମା ନିଧି ଭୋଇ…