ଆଜିର ଖବର ବରିଷ୍ଠ ସାମ୍ବାଦିକ ତଥ ପ୍ରାମାଣିକ ଚଳଚିତ୍ର ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ମିଳିଲା ଗନ୍ଧର୍ବ କଳା ସମ୍ମାନ ଭୁବନେଶ୍ବର: ବିଶିଷ୍ଟ ସାମ୍ବାଦିକ, ଲେଖକ, ଗବେଷକ ଓ ବହୁ ପ୍ରାମାଣିକ ଚଳଚିତ୍ରର ରଚନା, ନିର୍ଦେଶନା ଓ ପ୍ରଯୋଜନା କରିଥିବା ବହୁବିଧ ପ୍ରତିଭାର ଏକନିଷ୍ଠ ବ୍ୟକ୍ତିତ୍ୱ ଜିତେନ୍ଦ୍ର ପଟ୍ଟନାୟକଙ୍କୁ…