ଆଞ୍ଚଳିକ ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ବ୍ରହ୍ମପୁର: ଆଜି ଶ୍ରୀହରି ନଗରସ୍ଥିତ ଆଙ୍କୁଲିର ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ହରିହର କଲ୍ୟାଣ ମଣ୍ଡପରେ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ…