ଆଜିର ଖବର ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ ବାଣପୁର: ଶରତ ଋତୁର ଆଦ୍ୟ ପର୍ବ ଭାଦ୍ରବ ଶୁକ୍ଳଷଷ୍ଠି “ଷଷ୍ଠିଓଷା”, ଉପକୂଳ ଓଡ଼ିଶାର ଗୃହିଣୀମାନଙ୍କର ପ୍ରଧାନ ଓଷା ଭାବରେ ପ୍ରତି ଘରେ ଧୁମଧାମରେ ପାଳନକରାଯାଏ। ଏହି ଦିନ…