ଆଜିର ଖବର ବିଶ୍ୱକପ ପୂର୍ବରୁ ଏହି ୭ ଟି ଷ୍ଟାଡିୟମ ହେବ ନବୀକରଣ, ୫୦-୫୦ କୋଟି ଦେବ ବିସିସିଆଇ ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଭାରତରେ ବିଶ୍ୱକପ ଅନୁଷ୍ଠିତ ହେବ।…