ବିଶେଷ ଖବର ସଂଗ୍ରାମ ଜେନାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନରେ ଶେଷ ଦର୍ଶନ, ପିସିସି ପକ୍ଷରୁ ଶୋକସଭା ଭୁବନେଶ୍ୱର, ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଟାଣୁଆ ସଂଗଠକ ସଂଗ୍ରାମ କେଶରୀ ଜେନା (ବାପି) ଙ୍କ ମରଶରୀର କଂଗ୍ରେସ ଭବନରେ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା।…