ସଂଜୟ ଶତପଥୀ

ଭୁବନେଶ୍ବର: ବିଭିନ୍ନ ଟେଲିଭିଜନରେ ପ୍ରବଚନ ଦେଇ ଘରେ ଘରେ ପରିଚିତ ହୋଇଥିବା ସଂଜୟ ଶତପଥୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କ୍ୟାନସରରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ।…