ବିଶେଷ ଖବର ଓଡ଼ିଶାରେ ସଚିବ ସ୍ତରରେ ବଡ଼ ଅଦଳବଦଳ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ଵ ଭୁବନେଶ୍ଵର: ରାଜ୍ୟରେ ଓଡିଶା ସରକାରଙ୍କ ଦ୍ଵାରା ସଚିବ ସ୍ତରରେ ବଡ଼ ଅଦଳବଦଳ କରାଯାଇଛି। ବରିଷ୍ଠ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ସହ ରାଜସ୍ୱ…