ଆଜିର ଖବର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ମୃତ, ସାତ ଗୁରୁତର ବଲାଙ୍ଗିର : ବଲାଙ୍ଗିର-ସୋନପୁର ମୁଖ୍ୟରାସ୍ତା ବୈରାସର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ପଛରେ ବୋଲେରୋ ପିଟି ହେବା ଫଳରେ ଦୁର୍ଘଟଣାରେ ଘଟିଛି। ଏହି ଦୁର୍ଘଟଣାରେ ଦୁଇ…