ସତ୍ୟଭାମା ସିନେ ପ୍ରଡକ୍ସନ

ଭୁବନେଶ୍ବର: ସତ୍ୟଭାମା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଡ୍ଡୋ-ମାଟିର ମଣିଷ’ର ଗ୍ରାଣ୍ଡ୍ ମହୁରତ ଅନୁଷ୍ଠିତ ହୋଇଯାଇଛି। ପଟିଆସ୍ଥିତ ସାଇ ମନ୍ଦିର ପରିସରରେ ଆୟୋଜିତ…