ଅନ୍ତରାଷ୍ଟ୍ରୀୟ ପୁଣିଥରେ ଆମେରିକାର ଆକାଶରେ ଦେଖାଗଲା ସନ୍ଦେହଜନକ ବେଲୁନ୍, ନଜର ରଖିଛନ୍ତି ସୁରକ୍ଷା ଅଧିକାରୀ ନୂଆଦିଲ୍ଲୀ: ଗୁପ୍ତଚର ବେଲୁନ୍ ମାମଲାରେ ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ଆମେରିକାର ଆକାଶରେ ବେଲୁନ୍ ପୁଣି ଥରେ ଦେଖିବାକୁ ମିଳିଛି।…