ଆଜିର ଖବର ଟାଙ୍ଗୀ: କୁହୁଡି ବଜାରରୁ ସନ୍ଧିଗ୍ଧ ପାରା ଉଦ୍ଧାର, ଦେଖନ୍ତୁ ଭିଡ଼ିଓ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ବଜାରରୁ ଏକ ସନ୍ଧିଗ୍ଧ ପାରା ଉଦ୍ଧାର କରାଯାଇଛି। ପାରାର ଦୁଇ ଗୋଡ଼ରେ ଦୁଇଟା ବଳା ଲାଗିଛି।…