ଆଜିର ଖବର ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜଧାନୀର ରାଜରାସ୍ତାରେ ଦିବାରାତ୍ରି ଗଣଧାରଣା ୧୭ ଦିନରେ ପହଞ୍ଚିଛି। ମସା ଡାଆଁସ ଓ…