ଆଜିର ଖବର କରୋନା ଅପଡେଟ୍: ୫୫୨ ଦିନ ପରେ ଦେଶରେ ସବୁଠୁ କମ ସକ୍ରିୟ ଆକ୍ରାନ୍ତ ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୩୦୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୧୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ବିହାରରେ କରୋନା…