ସଭାପତି ବ୍ରିଜ ଭୂଷଣ ଶରଣ ସିଂ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ବିକ୍ଷୋଭ କରୁଥିବା କୁସ୍ତିଯୋଦ୍ଧାମାନେ ଏହି ଆନ୍ଦୋଳନରୁ ଓହରିଯିବା ଖବରକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…