ଆଜିର ଖବର ସମବାୟ ସମ୍ମିଳନୀ’କୁ ସମ୍ବୋଧିତ କରିବା ସହ ସମବାୟ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ମୁମ୍ବାଇ: ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ‘ସମବାୟ ସମ୍ମିଳନୀ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏହାକୁ ସମ୍ବୋଧିତ କରିଥିଲେ।…