ବିଶେଷ ଖବର ନବୀନ ସରକାରଙ୍କ ବିରୋଧରେ ମୋଦି କହିବେ କି ନାହିଁ ! ଚିନ୍ତାରେ ରାଜ୍ୟ ବିଜେପି ନେତା ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଏକ ସରକାରୀ ଗସ୍ତ ହୋଇଥିଲେ ମଧ୍ୟ ସେ ସମ୍ବଲପୁରରେ ଏକ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ…