ଆଞ୍ଚଳିକ ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ ବାଣପୁର: ଖୋରଧା ଜିଲ୍ଲା ବାଣପୁରର ଅଗ୍ରଣୀ ସେବାନୁଷ୍ଠାନ ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସେବାସଂଘର ସଂପାଦିକା ସରୋଜିନୀ ଦାଶଙ୍କ ସଭାପତିତ୍ଵରେ ଆୟୋଜିତ…