ଆଜିର ଖବର ଭୁଶୁଡିଲା ୧୦୦ ବର୍ଷର ପୁରୁଣା ବିଦ୍ୟାଳୟର କାନ୍ଥ: ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ରେଢ଼ାଖୋଲ (କନ୍ଦର୍ପ ବେହେରା): ୧୦୦ ବର୍ଷର ଏକ ପୁରୁଣା ବିଦ୍ୟାଳୟର ବଡ ଅଘଟଣ ଟଳିଯାଇଛି। କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟର କାନ୍ଥ ଭୁଷୁଡିପଡିଛି।…