ବିଶେଷ ଖବର ସରକାର ପରିବର୍ତ୍ତନ କରିବାରେ ‘ନିର୍ଭୟ’ ର ଭୂମିକା ଥିଲା ସର୍ବାଗ୍ରେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବର: ରାଜ୍ୟରେ ସରକାର ପରିବର୍ତ୍ତନରେ ଖବରକାଗଜଗୁଡିକର ଭୂମିକା ଯଥେଷ୍ଠ ଥିଲା। ସେଥିରେ ଅନ୍ୟତମ ଖବରକାଗଜ ନିର୍ଭୟ ର ଭୂମିକା ସର୍ବାଗ୍ରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…