ଆଞ୍ଚଳିକ ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ବାମୀ: ଥାନାରେ ଅଭିଯୋଗ ଖୋର୍ଦ୍ଧା: ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ମାଡ ଖାଇଲେ ଯୁବକ ଆଉ ମାଡ ମାରିଲେ ଖୋଦ ସରପଂଚଙ୍କ ସ୍ବାମୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶଗଡଭଙ୍ଗା…