ଆଜିର ଖବର ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ ରଣପୁର: ଆଜି ଜାନୁୟାରୀ ୩୦ ତାରିଖ ଗାନ୍ଧିଜୀଙ୍କ ୭୮ତମ ସହିଦ୍ ଦିବସ ସିପିଆଇ (ଏମ୍) ତରଫରୁ ରଣପୁର ସ୍ଥିତ ସହିଦ୍ ରଘୁଦିବାକର ଭବନ ଠାରେ ପାଳିତ ହୋଇଯାଇଛି।…