ଆଜିର ଖବର ବିଶ୍ୱ ସାଇକେଲ ଦିବସ: ୭୫୦ ଯୁବ ସାଇକେଲ ଆରୋହୀଙ୍କ ସହ ସାଇକେଲ ଚାଳନା କରିବେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ: ଆଜାଦୀ କା ଅମ୍ରିତ ମହୋତ୍ସବ ଭାରତ @୭୫ ଅଧୀନରେ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ…