ଆଞ୍ଚଳିକ ଆସନ୍ତାକାଲି ପାରୀକଂସାରୀ ଗ୍ରାମରେ ବାର୍ଷିକ ଉତ୍ସବ, ସନ୍ଧ୍ୟାରେ ପରିବେଷଣ ହେବ ସାମାଜିକ ନାଟକ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପାରୀକଂସାରୀ ଗ୍ରାମରେ ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାକାଲି ତଥା ଫେବୃୟାରୀ ୧୦ ତାରିଖରେ…