ରାଜ୍ୟ ଖବର ସାମ୍ବାଦିକ ସାଜିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ, ବୁମ ଧରି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କୁ ପଚାରିଲେ…… ଭୁବନେଶ୍ବର: ଆଜି ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ତେବେ ଶୋକ ପ୍ରସ୍ତାବ ଆଗତ ପରେ ଆଜିର ଅଧିବେସନ ଗୋଟିଏ ଦିନ ପାଇଁ ମୁଲତବି ହୋଇଛି। ତେବେ…