ଆଜିର ଖବର ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ କର୍ଣ୍ଣାଟକର ସିନି ଶେଟ୍ଟି, ୩୧ ଫାଇନାଲିଷ୍ଟଙ୍କୁ ହରାଇ ହେଲେ ବ୍ୟୁଟି କ୍ଵିନ୍ ନୂଆଦିଲ୍ଲୀ: କର୍ଣ୍ଣାଟକର ସିନି ଶେଟ୍ଟି ମିସ୍ ଇଣ୍ଡିଆ ୨୦୨୨ର ମୁକୁଟ ଜିତିଛନ୍ତି। ଏହି ବର୍ଷ ପାଇଁ ଦେଶକୁ ମିସ୍ ଇଣ୍ଡିଆ ମିଳିଛି। ଏହି ପ୍ରତିଯୋଗୀତା ଗତକାଲି (ଜୁଲାଇ…