ଆଜିର ଖବର ବିଜେପିରେ ସାମିଲ ହେଲେ ନ୍ୟାସନାଲ କନଫରେନ୍ସ ନେତା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସଲାଥିଆ ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ନ୍ୟାସନାଲ କନଫରେନ୍ସ (ଏନସି) ଦଳର ସଭାପତି ଦେବେନ୍ଦ୍ର ସିଂ ରାଣା ଏବଂ ସୁରଜିତ ସିଂ ସାଲାଥିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି।…