ଆଜିର ଖବର କୋର୍ଟଙ୍କୁ ସମ୍ମାନ କରେ, କିନ୍ତୁ ଏହି ନିଷ୍ପତ୍ତି ଭୁଲ: ରାହୁଲଙ୍କୁ ଦଣ୍ଡାଦେଶ ପରେ କହିଲେ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ: ଆଜି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସୁରଟ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପନାମ ଉପରେ ମନ୍ତବ୍ୟ ମାମଲାରେ…