ଆଜିର ଖବର ସବୁ କଟକଣାକୁ ପରିତ୍ୟାଗ କରି ପୁଅ ପାଇଁ ଭୋଟ ଭିକ୍ଷା କଲେ ସୁରେଶ ରାଉତରାୟ ଭୁବନେଶ୍ବର: ସବୁ କଟକଣାକୁ ବେଖାତିର କରି ଆଜି ପୁଅ ମନ୍ନଥ ରାଉତରାୟଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଆଜି ଭୁବନେଶ୍ବରର ଚନ୍ଦ୍ରଶେଖରପୁରେ…