ବିଶେଷ ଖବର ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିଭିନ୍ନ ରାଜ୍ୟରେ ଏତଲା ସତ୍ତ୍ୱେ ଜାମିନ ଦେଇପାରିବେ ହାଇକୋର୍ଟ ଓ ସେସନ୍ସ କୋର୍ଟ ନୂଆଦିଲ୍ଲୀ: ହାଇକୋର୍ଟ ଓ ସେସନ୍ସ କୋର୍ଟ ଅଭିଯୁକ୍ତଙ୍କୁ ଟ୍ରାନଜିଟ୍ ଆଗୁଆ ଜାମିନ ଦେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଯଦିଓ ଏଫଆଇଆର ଅନ୍ୟକୌଣସି ରାଜ୍ୟରେ ପଞ୍ଜୀକୃତ ହୋଇଥିଲେ…