ଆଜିର ଖବର ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ପାରା ଏସୀୟ ଗେମ୍ସ ବିଜେତାଙ୍କୁ ସମ୍ବର୍ଦ୍ଧିତ ଭୁବନେଶ୍ୱର: ପାରା ଏସିଆନ୍ ଗେମ୍ସରେ ଅସାଧାରଣ କୃତିତ୍ୱ ଅର୍ଜନ କରି ଓଡ଼ିଶାକୁ ଗର୍ବିତ କରିଥିବା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ଚେସ୍ ଖେଳାଳୀ ସୌନ୍ଦର୍ଯ୍ୟ କୁମାର…