ଜାତୀୟ ଖବର ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚର ଅଂଶ ୨୯.୦% ରୁ ୪୮.୦% କୁ ବୃଦ୍ଧି ପାଇଛି: ଅର୍ଥନୈତିକ ସର୍ଭେ ୨୦୨୪-୨୫ ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଅଭିବୃଦ୍ଧି ରଣନୀତି ରେ ସମସ୍ତ ନାଗରିକଙ୍କ ପାଇଁ ଅନ୍ତର୍ଭୁକ୍ତୀକରଣ ଏବଂ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ…