ଆଜିର ଖବର ‘ସେ ଜଣେ ଭଲ କ୍ରିକେଟର, ହେଲେ ଭଲ ମଣିଷଟିଏ ହୋଇଥା’ନ୍ତି କି’: ଶାମିଙ୍କ ବିଷୟରେ କହିଲେ ହସିନ ଜହାଁ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିଶ୍ୱକପରେ ଭଲ ପ୍ରଦର୍ଶନ ପରେ ମହମ୍ମଦ ଶାମି ସମ୍ବାଦରେ ଅଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ହସିନ ଜହାଁ ଗଣମାଧ୍ୟମକୁ କହିଛନ୍ତି ଯେ ସେ…