ଆଞ୍ଚଳିକ ଅନ୍ଧକାରମୟ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର, ବଢୁଛି ଜନ ଅସନ୍ତୋଷ ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମ୍ମୁଖ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଛି। ପୁର୍ବରୁ ମନ୍ଦିର ସମ୍ମୁଖ ଷ୍ଟ୍ରିଟ…