ଆଜିର ଖବର ଚଳିତ ମାସରୁ ଲାଗୁ ହେବ ସିଏଏ: ଉପକୃତ ହେବେ ୨ ହଜାର ହିନ୍ଦୁ-ଶିଖ୍ ଶରଣାର୍ଥୀ ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ୨୦୨୪ରେ ପ୍ରଥମ ବଡ଼ ପଦକ୍ଷେପଭାବେ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରାୟ ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା…