ରାଜ୍ୟ ଖବର ଆଜି ମୋହନ ସରକାରକୁ ପୁରିଲା ୧୦୦ ଦିନ, ପୁରୀରେ ଆୟୋଜିତ ହେଉଛି ବଡ କାର୍ଯ୍ୟକ୍ରମ ଭୁବନେଶ୍ବର: ଆଜି ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୦୦ ଦିନରେ ପହଞ୍ଚିଛି। ଏହି ଉପଲକ୍ଷେ ପୁରୀରେ ଆଜି ବିରାଟ ସମାବେଶର ଆୟୋଜନ କରାଯାଇଛି। ଶରଧାବାଲିଠାରେ ରାଜ୍ୟ…