ବିଶେଷ ଖବର ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ ‘୭-ଇଲେଭେନ୍ କନ୍ଭିନିଏନ୍ସ’ ଷ୍ଟୋର୍, ଜାଣନ୍ତୁ ଏଥିରେ କଣ ମିଳିବ ମୁମ୍ବାଇ / ଭୁବନେଶ୍ୱର: ଭାରତରେ ୭-ଇଲେଭେନ୍ କନ୍ଭିନିଏନ୍ସ ଷ୍ଟୋର୍ ଖୋଲିବା ଲାଗି ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆରଭିଏଲ୍) ଏହାର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ୭-ଇଣ୍ଡିଆ କନ୍ଭିନିଏନ୍ସ…