ଆଜିର ଖବର ଅଓ୍ୱସମ ଆପ୍ ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ: ଅଙ୍ଗନବାଡି ସମ୍ପର୍କରେ ଦେବ ବିସ୍ତୃତ ସୂଚନା ଭୁବନେଶ୍ଵର: ରାଜ୍ୟରେ ଥିବା ୭୪ ହଜାର ୨୨୦ଟି ଅଙ୍ଗନବାଡିକୁ ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡିକର ନିଜସ୍ୱ…