ଆଜିର ଖବର ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ୍ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବାକୁ କ୍ୟାବିନେଟ୍ ଅନୁମୋଦନ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନ୍ୟୁଜିଲ୍ୟାଣ୍ଡ୍ର ଅକଲ୍ୟାଣ୍ଡ୍ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅକଲ୍ୟାଣ୍ଡ୍ରେ ଭାରତର ବାଣିଜ୍ୟିକ…