ଆଜିର ଖବର ଅକ୍ଟୋବର ୩୧ରେ ପ୍ରସାରିତ ହେବ ‘ଦିଦି ନମ୍ବର -୧’ ର ୫୦୦ ତମ ଏପିସୋଡ ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ, ଏହା ପ୍ରସାରିତ ହେବ ଆସନ୍ତା…